#ସିବିଆଇ_ସ୍କାନରରେ_ନରିନ୍ଦର_ବାତ୍ରା
#ଦୁର୍ନୀତି_ଅଭିଯୋଗରେ_ନରିନ୍ଦର_ବାତ୍ରାଙ୍କ_ନାଁରେ_ସିବିଆଇ_ମାମଲା
ଦୁର୍ନୀତି ଅଭିଯୋଗରେ ହକି ଇଣ୍ଡିଆ ଓ ଇଣ୍ଟରନ୍ୟାସନାଲ ଅଲିମ୍ପିକ ଆସୋସିଏସନର ପୂର୍ବତନ ଅଧ୍ୟକ୍ଷ ନରିନ୍ଦର ବାତ୍ରାଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଛି । ଏହି ମାମଲାରେ ଦିଲ୍ଲୀ ଏବଂ ଜାମ୍ମୁର ପାଞ୍ଚୋଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ାଉ ହୋଇଛି. ଦୁର୍ନୀତି ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି
#NarinderBatra #CBI #Hockey #ArgusNews