ଜୟପୁରରେ ଜାତୀୟ ଶିକ୍ଷାଗତ ଯୋଗ୍ୟତା କର୍ମଶାଳାର ଆୟୋଜନ !
ଜୟପୁରରେ ଆୟୋଜନ ହୋଇଯାଇଛି ଜାତୀୟ ଶିକ୍ଷାଗତ ଯୋଗ୍ୟତା କର୍ମଶାଳା । ଏହି କାର୍ଯ୍ୟକ୍ରମରେ ଅଭିଭୂକ୍ତ କୋରାପୁଟ ଜିଲ୍ଲାର ଅନେକ ଶିଳ୍ପ ତାଲିମ ଅନୁଷ୍ଠାନ ସହିତ ନାଲକୋ, ହିନ୍ଦୁସ୍ଥାନ ଏରୋନେଟିକ କମ୍ପାନୀ ଏବଂ ଅନେକ ଆଇଟି ଆଇର ଅନେକ କର୍ମଚାରୀମାନେ ଯୋଗଦାନ କରିଥିଲେ
#ArgusNews #Koraput #Jaypore #EducationalQualificationsWorkshop #Inauguration