ଜାତୀୟ ପୁରସ୍କାର ପାଇବେ ପୁରୀ ମାଟିର ପୁଅ ଈଶ୍ୱର ଚନ୍ଦ୍ର ନାୟକ । ପୁରୀ ଜିଲ୍ଲା ନିମାପଡା ବ୍ଲକ କନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଇଶ୍ୱର ରାଷ୍ଟ୍ରପତିଙ୍କଠାରୁ ପୁରଷ୍କାର ପାଇବା ନେଇ କଣ ପ୍ରତିକ୍ରିୟା ରଖିଛନ୍ତି ଶୁଣନ୍ତୁ।
#NationalAwardstoTeachers #teacher #Puri #DroupadiMurmu #Odisha #ArgusNews