#ଆଜି_ରାଷ୍ଟ୍ରୀୟ_ହିନ୍ଦୁ_ନବବର୍ଷ
ରାଜ୍ୟ ସହ ଦେଶସାରା ବଡ ଧୁମଧାମରେ ପାଳନ କରାଯାଉଛି ହିନ୍ଦୁ ନବବର୍ଷ । ବଲାଙ୍ଗିର ସହରରେ ଶ୍ରୀରାମ ମନ୍ଦିରରୁ ବାହାରି ସହର ପରିକ୍ରମା କରାଯାଉଛି ନବବର୍ଷ ରାଲି । ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ସାମିଲ ହୋଇ ବଡ ଉତ୍ସାହର ସହିତ ହିନ୍ଦୁ ନବବର୍ଷ ପାଳନ କରିଛନ୍ତି।
#ArgusNews #Bolangir #NationalHinduNewYear #celebrations #Odisha