ଶିକ୍ଷା ବିକାଶ ସମିତି, ଓଡିଶା ଦ୍ୱାରା ଆଞ୍ଚଳିକ ଶିକ୍ଷାନୁଷ୍ଠାନ ଭୁବନେଶ୍ୱରରେ ରାଷ୍ଟ୍ରୀୟ ଶିକ୍ଷାନୀତି 2024 ଉପରେ ଆଲୋଚନା ହୋଇଛି । ଏହି ଶିକ୍ଷାନୀତିରେ କଣ ବିଶେଷତ୍ୱ ରହିଛି ଏବଂ ସମାଜ, ଦେଶ, ଶିକ୍ଷାର୍ଥୀ ମାନଙ୍କ ଚରିତ୍ର ନିର୍ମାଣ, ସର୍ବାଙ୍ଗୀନ ବିକାଶ କେମିତି ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଛି ।
#ArgusNews #NationalEducationPolicy2024 #Bhubaneswar #EducationDevelopment #policy #Odisha