ବିଦାୟ ନେଇଛି ବର୍ଷା । ଧରାବତରଣ କରିଛି ବହୁବର୍ଣ୍ଣା ଶରତ ଋତୁ । ଏ ଅବସରରେ ମା ଦଶଭୁଜା ଦେବୀ ଦୁର୍ଗାଙ୍କ ଚାଲିଛି ଆବାହନୀ । ନବରାତ୍ରି ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇଉଠିଥିବା ବେଳେ ଶ୍ୱେତ ଚାମର ନେଇ ଦେବୀଙ୍କ ମଙ୍ଗଳାଚରଣ ଗାଉଛି କାଶତଣ୍ଡି । ସବୁଜିମା ବେଷ୍ଟିତ ଧରିତ୍ରୀ ଉପରେ ଶ୍ୱେତ କାଶତଣ୍ଡୀ ସୃଷ୍ଟି କରୁଛି ଅନୁପମ ଦୃଶ୍ୟ ।
#kashful #navratri #maadurga #autumnseason #flowers #nature #ganjam #odisha #argusnews