#ଆରମ୍ଭ_ହୋଇଛି_ଶାରଦୀୟ_ନବରାତ୍ରୀ
ମହାଳୟା ଅମାବାସ୍ୟା ସହ ସମାପ୍ତ ହୁଏ ପିତୃପକ୍ଷ। ଆଉ ଆରମ୍ଭ ହୁଏ ନବରାତ୍ର। ଚଳିତ ଥର ସେପଟେମ୍ଏୱର 26ରୁ ଅକ୍ଟୋବର 5 ତାରିଖ ପର୍ଯ୍ୟନ୍ତ ଚାଲିବ ନବରାତ୍ରୀ । ଆଶ୍ୱିନ ମାସ ଶୁକ୍ଲପକ୍ଷ ପ୍ରତିପଦା ୨୬ ସେପ୍ଟେମ୍ବର ସୋମବାର ଦିନ ନବରାତ୍ରି ପ୍ରାରମ୍ଭ ହେବ ଯାହା ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ପାଳିତ ହେବ। ଚଳିତବର୍ଷ ସୋମବାରରେ ଆରମ୍ଭ ହେଉଛି ନବରାତ୍ର ।
#Dussehra #durgapuja #navaratri #Odisha #ArgusNews