ମା ଚର୍ଚ୍ଚିକାଙ୍କ ପୀଠରେ ଆଜି ନବମ ଦିନରେ ପଂହଁଚିଲା ମା ଙ୍କର ଷୋଳ ଦିନାତ୍ମକ ପୂଜା ସମସ୍ତ ଶକ୍ତି ପୀଠରେ ନବରାତ୍ରି ପୂଜା ଭାବେ ପାଳନ କରାଯାଇଥାଏ । ଏହି ଦିନ ମାନଙ୍କ ରେ ମହାନଦୀରୁ ୧୦୮ଗରା ଶୋଭାସୀତ ପାଣି ଆଣି ମାଙ୍କୁ ସ୍ନାନ କରାଯାଇ ସ୍ୱତନ୍ତ୍ର ନୀତିକାନ୍ତି ସହିତ ମାଙ୍କୁ ଦୁର୍ଲଭ ବେଶରେ ସୁସଜିତ କରାଯାଇଥାଏ ।
#CharchikaTemple #Cuttack #Banki #NabratriPuja #MaaDurga #Odisha #ArgusNews