#ଆବାସ_ଯୋଜନା_ଚୟନରେ_ଘୋଟାଲା !
ରାଜ୍ୟର ପଞ୍ଚାୟତ କାର୍ଯ୍ୟାଳୟ ସମୁଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନ ତାଲିକା ପ୍ରକାଶ ପାଇବା ପରେ ପ୍ରତ୍ୟେକ ପଞ୍ଚାୟତରେ ଅସନ୍ତୋଷ ପ୍ରକାଶ ପାଇଛି । ଆବାସ ତାଲିକାରୁ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀ ମାନେ ଖଣ୍ଡପଡ଼ା ବ୍ଳକ ସମ୍ମୁଖରେ ଏନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି
#ArgusNews #Nayagarh #Khandapada #AwasaYojana #PeopleProtest #Odisha