#ଜମି_କେଳେଙ୍କାରୀ_ଅଭିଯୋଗ
ଜମି ବିକ୍ରି ପାଇଁ ଚୁକ୍ତି କରି ଅଗ୍ରିମ ଆକାରରେ ୬୦ହଜାର ଟଙ୍କା ନେଇ ପୂନର୍ବାର ଜଣେ ବିଲଡର କୁ ସେହି ଜମିକୁ ବିକ୍ରୀ କରାଯାଇଥିବା ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ଭାପୁର ତହସିଲ ଅନ୍ତର୍ଗତ ନିହଲପ୍ରସାଦ ଗ୍ରାମରେ ।
#landIssue #Nayagarh #Bhapur #LandSale #Odisha #ArgusNews