#ରେଳ_ପ୍ରକଳ୍ପ_ପାଇଁ_ବଳି_ପଡ଼ିଲେ_ଆଦିବାସୀ
#ଚାଷ_ଜମି_ହରାଇ_ଚିନ୍ତାରେ_୫୦_ଆଦିବାସୀ_ପରିବାର
#କ୍ଷତିପୂରଣ_ନ_ମିଳିଲେ_ଆନ୍ଦୋଳନ_ଚେତାବନୀ
ବହୁ ପ୍ରତୀକ୍ଷାର ଅନ୍ତ ପରେ ଦ୍ରୁତ ଗତିରେ ଆଗଉଛି ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ I କିନ୍ତୁ ଏହି ପ୍ରକଳ୍ପ ପାଇଁ ଏବେ ଚାଷ ଜମି ହରାଇ ଚିନ୍ତାରେ ଦଶପଲ୍ଲା ବୁଗୁଡ଼ା କଲୋନୀର ୫୦ ଆଦିବାସୀ ପରିବାର ।
#Nayagarh #railwayproject #tribalfamilies #Farmland #cultivating #demanding #ArgusNews