#ମୁଖ୍ୟମନ୍ତ୍ରୀଙ୍କ_ବୟାନ_ଠିକ୍_ନା_ଶ୍ବେତପତ୍ର_ଓ_ଏନସିଆରବିର_ତଥ୍ୟ_ଠିକ୍
#ରାଜ୍ୟରେ_ବଢୁଥିବା_ଅପରାଧକୁ_ନେଇ_ଆଟାକ୍_କାଉଣ୍ଟର_ଆଟାକ୍
ବିଦେଶୀ ପୁଞ୍ଜିନିବେଶ ଓ ହକି ୱାର୍ଲଡକପର ଉଦାହରଣ ଦେଲେ ମୁଖ୍ୟମନ୍ତ୍ରୀ । ଶ୍ବେତପତ୍ର ଓ ଏନସିଆରବି ରିପୋର୍ଟ ଖୋଲିଦେଇଛି ଏବେ ମିଛ ପ୍ରଚାରର ପୋଲ୍ । ଅପରାଧ ଦମନରେ ଫେଲ ମାରିଛନ୍ତି ରାଜ୍ୟ ସରକାର । ବଢୁଛି ଅପରାଧ, ଚାର୍ଜ ସିଟ ଦେଇପାରୁନି ପୋଲିସ ।
#ArgusNews #NCRB #shwetpatra #CM #statement #Crime #National #OdishaGovt #police #Punishment #Odisha