ବିହାର ଓ ତ୍ରିପୁରା ଗସ୍ତ କରିବେ NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ବିଜୟ ପକ୍କା ଥିବା ବେଳେ ଏହି ଦୁଇ ରାଜ୍ୟର ଜନପ୍ରତିନିଧିଙ୍କୁ ଭେଟି ସମର୍ଥନ ଲୋଡିବେ NDAର ରାଷ୍ଟ୍ରପତି ପ୍ରାର୍ଥୀ।
#odisha #ArgusNews #PresidentElection #PresidentElection2022 #elections #DraupadiMurmu