#ତାଜିପୁରବାସୀଙ୍କ_ସହ_ଧୋକା
#କେବେ_ଦୂର_ହେବ_୬୦_ପରିବାରର_ଦୁଃଖ?
ଭଦ୍ରକର ଦୁର୍ଗମ ଇଲାକା ତାଜିପୁର ଗାଁର ପାର୍ବତୀପୁର ସାହି । ବର୍ଷ ବର୍ଷ ଧରି ରାସ୍ତା, ଶିକ୍ଷା ଓ ସ୍ବାସ୍ଥ୍ୟସେବାଠୁ ଦୂରରେ । ନିର୍ବାଚନ ଆସିଲେ କେବଳ ପ୍ରତିଶ୍ରୁତି ଦେଇ ଭୁଲିଯାଆନ୍ତି ନେତା । ଏତେଦିନ ଧରି କେବଳ ସମସ୍ୟାର ସମାଧାନ ଆଶାରେ ଦିନ ଗଣୁଛନ୍ତି ଗ୍ରାମବାସୀ ।
#Bhadrak #Tajipur #developmentissues #Roadissue #OdishaNews #ArgusNews