#ନୂଆପଡା_ଆଦିବାସୀ_ଇଲାକାନେ_ଶିକ୍ଷା_ବ୍ୟବସ୍ଥାରେ_ଅବହେଳା
ଆଦିବାସୀ ଇଲାକାନେ କେନ୍ତା ପିଲାମାନେ ଭଲ୍ ସେ ପଢିପାରବେ, ତାକଁର୍ ଶିକ୍ଷା ମଜବୁତ୍ ହେବା ସେଥିରଲାଗିର୍ ସରକାର ବହୁତଟେ ଯୋଜନା କରିଛନ୍। ଇଥିର ଲାଗିର୍ କୋଟି କୋଟି ଟଙ୍କା ଖର୍ଚ୍ଚା ଭିଲ ହେଉଛେ। ହେଲେ ନୂଆପଡ଼ା ସଦର ବ୍ଲକ କୋଟେନଚୁଆଁ ଗାଁନେ ଦେଖବାକେ ମିଳିଛେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ଜଣେ ମାତ୍ର ପ୍ରାଥମିକ ଶିକ୍ଷକକଁର୍ ହାତେ ଚାଲିଛେ ପାଠ ପଢା ।
#Nuapada #schoolissue #Adivasi #Study #student #Odisha #ArgusNews