କଲାହାଣ୍ଡିର୍ ଜୀବନରେଖା ଇନ୍ଦ୍ରାବତୀ । ହେଲେ ଅବହେଲିତ୍ ଅବସ୍ଥାନେ ପଡିରହିଛେ ମାଁ ଇନ୍ଦ୍ରାବତୀକଁର୍ ପୀଠ୍ । ଉନ୍ନତିକରଣ କଥା ଦେଇକିନା ପାଶରିଦେଲେ ରାଏଜ୍ ସରକାର୍ । ସିଆଡେ ଲୁକକଁର୍ ଭାବାବେଗ ସଙ୍ଗେ ଧୋକା ବୋଲି କହୁଛନ୍ କଲାହାଣ୍ଡିବାସୀ ।
#ArgusNews #Kalahandi #Indravati #DeviPitha #Neglected #Kalahandi #Lanjigarh #Odisha