ଜୀବନ ସହ ସଂଗ୍ରାମ କରୁଛନ୍ତି ନେତ୍ରାନନ୍ଦ !
ଦିନ ଥିଲା ନେତ୍ରାନନ୍ଦଙ୍କ ପରିବାର ହସ ଖୁସିରେ ଚାଲିଥିଲା । ନେତ୍ରା ନନ୍ଦ ଥିଲେ ଦିନ ମଜୁରିଆ । ଆଖ ପାଖ ଅଞ୍ଚଳ ରେ ମୁଲ ଲାଗି ପ୍ରତେକ ଦିନ ଅତି ଖୁସିରେ ଚଳୁଥିଲା । ୩ ଝିଅଙ୍କ ସବୁ ଅଳି ଅଝଟ କୁ ପୁରଣ କରୁଥିଲେ ନେତ୍ରାନନ୍ଦ । ହଠାତ କାହାର ନଜର ପଡିଲା ଏହି ହସ ଖୁସିର ଗରିବ ପରିବାର ଉପରେ କେଜାଣି
#ArgusNews #Netrananda #NeedHelp #Treatment #Odisha