ଉପାନ୍ତ ଇଲାକାରେ ଦୂର ହେବ ନେଟଓ୍ବର୍କ ସମସ୍ୟା । ମୋଦି ସରକାରଙ୍କ ବଡ ଘୋଷଣା । 29 ହଜାର 616 ଗାଁରେ ୪G ସେବା ପହଞ୍ଚାଇବାକୁ ମିଲିଲା ମଞ୍ଜୁରୀ । ବସିବ 19 ହଜାର 722 ମୋବାଇଲ ଟାଓ୍ବାର । ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
#NarendraModi #AshwiniVaishnaw #4GNetwork #ruralarea #ArgusNews