ରିଲିଜ୍ ହୋଇଛି ଓଡିଆ ଫିଲ୍ମ ‘ବାଳୀ ଦ ସେଭିଅର୍’ । ସୂର୍ଯ୍ୟକାନ୍ତ ସାମଲଙ୍କ ପ୍ରଯୋଜିତ ଏହି ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କେ ମୂରଲୀକ୍ରୀଷ୍ଣା। ‘ବାଳୀ ଦ ସେଭିଅର୍’ ଜରିଆରେ ପୁଣି ନାୟକ ସୂର୍ଯ୍ୟକାନ୍ତ ପରଦାକୁ ଫେରିଛନ୍ତି...।
#Bhubaneswar #newfilm #FilmRelease #odiafilm #Odisha #ArgusNews