ନୂତନ ଫାୟାର ଡିଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ଅଧିକାରୀ ସନ୍ତୋଷ ଉପାଧ୍ୟାୟ । ଏହି ଅବସରରେ ସେ କହିଛନ୍ତି ଫାୟାର ସେଫ୍ଟି ବାବଦରେ ଅନ୍ୟ ରାଜ୍ୟରେ ଥିବା ବ୍ୟବସ୍ଥା ଉପରେ ନଜର ରହିବ। ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶା ଫାୟାର ସର୍ଭିସର ବ୍ୟବସ୍ଥା ବହୁତ୍ ଭଲ ଅଛି
#Firedc #SantoshUpadhyay #ips #firesafety #ArgusNews