କେବଳ ଆମ ରାଜ୍ୟ ନୁହେଁ ଦେଶ ଓ ବିଦେଶରେ ବି ପାଳିତ ହୋଇଯାଇଛି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା। ନୂଆଦିଲ୍ଲୀର ହଜଖାସ୍ ଜଗନ୍ନାଥ ମନ୍ଦିରରରେ ପାଳନ ହୋଇଛି ରଥଯାତ୍ରା। ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାତ୍ରା କରିଛନ୍ତି ଶ୍ରୀଜୀଉ ।
#NewDelhi #rathayatra2022 #celebration #JayJagannath #National #ArgusNews