#ରୁଷିଆରୁ_ରାୟଗଡା_ଆଉ_ରାୟଗଡାରେ_ରହସ୍ୟଜନକ_ମୃତ୍ୟୁ
#ରୁଷୀୟ_ପର୍ଯ୍ୟଟକ_ପାୱେଲ_ଆନ୍ଥେମଙ୍କ_ମୃତ୍ୟୁ_ମାମଲାରେ_ନୂଆ_ମୋଡ
ରାୟଗଡାରେ ରୁଷିୟ ପର୍ଯ୍ୟଟକଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ । 48 ଘଣ୍ଟା ଭିତରେ 2 ରୁଷିୟ ପର୍ଯ୍ୟଟକଙ୍କ ରହସ୍ୟଜନକ ମୃତ୍ୟୁ ଅନେକ ପ୍ରଶ୍ନ ଠିଆ କରିଛି । ମୃତ୍ୟୁବରଣ କରିଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ଥିଲେ ପୂର୍ବତନ ସାଂସଦ ଓ ବର୍ତ୍ତମାନର ରାଷ୍ଟ୍ରପତି ଭ୍ଲାଡମିର ପୁଟିନଙ୍କ କଡା ସମୋଲଚକ ।
#ArgusNews #RussiaTourist #DeathMystery #Rayagada #Odisha