ଓଡ଼ିଶାରେ ପହଞ୍ଚିଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି । ଗସ୍ତ ସମୟରେ ଓଡ଼ିଶା ଓ ଆନ୍ଧ୍ର ଭିତରେ ଥିବା ବହୁ ବିବାଦ ବିଷୟରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଶହ ଆଲୋଚନା କରିବେ ।
#AndhraPradesh #AndhraPradeshCM #JaganMohanReddy #OdishaVisit #CMOOdisha #Odisha #ArgusNews