#ରାଜ୍ୟ_ସରକାରଙ୍କୁ_ଏନଜିଟି_ଛାଟ
#ଜୀବନ୍ୟାସ_ପାଇବ_ସୁକ_ପାଇକା_ନଦୀ
70 ବର୍ଷରୁ ଅଧିକ ଦିନ ହେଲା ମୃତ ସ୍ଥିତିରେ ଥିବା ସୁକ-ପାଇବା ପୁଣି ଥରେ ଜୀବନର ରାହା ହେବ । ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍ ବା ଏନ୍ଜିଟିଙ୍କ ରାୟ ପରେ ଆଶା ସଂଚାର ହୋଇଛି । ସୁକ-ପାଇକା ନଦୀର ପୁନରୁଦ୍ଧାର କାର୍ଯ୍ୟ ୨୦୨୩ ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ଶେଷ କରିବା ପାଇଁ ଏନ୍ଜିଟିଙ୍କ ନିର୍ଦ୍ଦେଶ
#NGT #OdishaGovt #River #Odisha #ArgusNews