#ଥଣ୍ଡା_ମିଠା_ଆଉ_ମହକରେ_ଭରା_ନିଆରା_ଲସି
ରାଜ୍ୟରେ ଖରା ପ୍ରକୋପ ବଢିଥିବା ବେଳେ ଥଣ୍ଡା ମିଠା ଲସି ପାଇଁ ବଢିଛି ଆଗ୍ରହ । ଗ୍ରାହକଙ୍କ ପସନ୍ଦ ଓ ଚାହିଦାକୁ ଆଖିରେ ରଖି ଗ୍ରାହାକଙ୍କ ପାଇଁ ରାଜଧାନୀର ବୀଣାପାଣି ଲସି ଆଣ୍ଡ ଜୁସ ପକ୍ଷରୁ ମାଟିହାଣ୍ଡିରେ ଲସି ପରଶା ଯାଉଥିବା ବେଳେ ଅନୁସୂୟା ଟ୍ରେଡ଼ର୍ସ ପକ୍ଷରୁ ବିନା ବରଫରେ ପ୍ରସ୍ତୁତ ଲସି ଶୋଷ ମେଂଟାଉଛି ।
#Bhubaneswar #lassi #Summerseason #ice #Binapanishop #Odisha #ArgusNews