#ଘଣ୍ଟାରେ_୧୨_ହଜାର_ମିଠା_କରୁଛି_ମେସିନ
:କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଜରିମୂଳ ଠାରେ ନୀଳାଚଳ ଫୁଡ ବଜାର ନାଁରେ ନୂଆ ରୂପରେ ମିଠା ବ୍ୟବସାୟ ଆରମ୍ଭ କରିଛନ୍ତି ଯୁବ ଉଦ୍ୟୋଗୀ ସଚ୍ଚିଦାନନ୍ଦ ସାହୁ । ଏହି ବ୍ୟବସାୟକୁ ସଚ୍ଚିଦାନନ୍ଦଙ୍କ ଜେଜେ ଓ ପରେ ତାଙ୍କ ବାପା କୌଳିକ ବୃତ୍ତି ଭାବେ ଗ୍ରହଣ କରିଥିବା ବେଳେ ଏବେ ସଚ୍ଚିଦାନନ୍ଦ ଏହାକୁ ପ୍ରଯୁକ୍ତିର ସହାୟତାରେ ବିକଶିତ କରାଇଛନ୍ତି ।
#ArgusNews #sweet #business #NilachalFoodBazar #Rajnagar #Kendrapara #goodnews #SatchidanandSahu #Odisha