ମୁଁ ଓଏଏସ ହେବି, ନୀଳଗିରି ର ବିକାଶ କରିବି....। ସୁବାସିନୀ ନାୟକ ନୀଳଗିରି ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ କଳାରେ ୫୩୨ ମାର୍କ ରଖି ନୀଳଗିରି ବ୍ଲକର ଦ୍ଵିତୀୟ ଟପର। ନୀଳଗିରିର ବଣସୀମା ଅଞ୍ଚଳ ତଥା ଆଦିବାସୀ ଅଧ୍ୟୁଷିତ କେସିପୁର ପଞ୍ଚାୟତର ଅଶୋକନାଳ ଗ୍ରାମର ଆଦିବାସୀ ଗରିବ ଚାଷୀ ପରିବାର ଝିଅ ସୁବାସିନୀ ନାୟକ ଓଏଏସ୍ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି।
#Nilagiri #Topper #examtopper #OAS #odisha #ArgusNews