#ନୀରବଙ୍କ_ଖେଳ_ଖତମ
#ଯଲଦି_ବ୍ରିଟେନରୁ_ତଡା_ଖାଇପାରନ୍ତି_ନିରବ_ମୋଦି
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବୃହତ ଠକେଇ ମାମଲାର ଅଭିଜୁକ୍ତ ନିରଭ ମୋଦିଙ୍କୁ ବ୍ରିଟେନ ହାଇକୋର୍ଟର ବଡ ଝଟକା ା ପଳାତକ ନିରଭ ମୋଦୀଙ୍କ ଭାରତ ନଫେରିବାର ଆବେଦନକୁ ବୁଧବାର ବ୍ରିଟେନ ହାଇକୋର୍ଟ ଖାରଜ କରିଛନ୍ତି
#NiravModi #UnitedKingdom #National #ArgusNews