ଗଞ୍ଜାମ ଜିଲ୍ଲା ଆସିକା ରେଞ୍ଜ ଅଧୀନ ପାକିଡ଼ି ପର୍ବତ ରେ ବୃଦ୍ଧି ପାଉଛି ଜାତୀୟ ପକ୍ଷୀ ମୟୁର ଙ୍କ ସଂଖ୍ୟା l ମୁକ୍ତ ଓ ଅବାଧରେ ମୟୁର ଏହି ଅଞ୍ଚଳରେ ବିଚରଣ କରୁଥିବା ବେଳେ ଏମାନଙ୍କୁ ସୁରକ୍ଷା ଦେଉଛନ୍ତି ନିକଟ 6 ଟି ଗ୍ରାମର ଗ୍ରାମବାସୀ l କିନ୍ତୁ ବନବିଭାଗ ଏମାନଙ୍କ ସୁରକ୍ଷା ଲାଗି କେବଳ ସାଇନ ବୋର୍ଡ ଲଗାଇ ଚୁପ ବସି ଥିବା ହୋଇଛି ଅଭିଯୋଗ l
#Peacock #safety #Ganjam #ForestryDepartment #Odisha #ArgusNews