#ସୁଇସାଇଡ୍_ନୁହେଁ_ବରଂ_ମର୍ଡର
#ଲଳିତ_ସାହୁଙ୍କ_ମୃତ୍ୟୁକୁ_ନେଇ_କଂଗ୍ରେସର_ବିସ୍ପୋରକ_ବୟାନ୍
ଆଉ ଏହା ପଛରେ ରହିଛି ଖୋଦ୍ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହାତ । ଆଉ ଏହି କାମରେ ତାଙ୍କୁ ସହାୟତା କରିଛି ପୋଲିସ ପ୍ରଶାସନ । ଆଉ ଏହାର ସିବିଆଇ ତଦନ୍ତ ଦାବି କରି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି କଂଗ୍ରେସ । ସେପଟେ ବିଜେପି ମଧ୍ୟ ଏହି ଘଟଣାରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ନବଙ୍କୁ ଟାଣିଛି କାଠଗଡାକୁ ।
#NabaDas #cook #Lalit #Congress #police #Odisha #ArgusNews