#ନବରଙ୍ଗପୁର_ଝରିଗାଁ_ବନାଞ୍ଚଳରେ_ମାତିଛନ୍ତି_ପଥର_ମାଫିଆ
#ସଂରକ୍ଷିତ_ଜଙ୍ଗଲ_ମଝିରେ_ଖୁଲମଖୁଲା_ପଥର_ଚୋରା_ଚାଲାଣ
ପ୍ରସାଶନ ଜାଣି ବି ସାଜିଛି ନିରବ ଦ୍ରଷ୍ଟା । କୋଟି କୋଟି ଟଙ୍କାର ରାଜସ୍ବ ଲୁଟ୍ । ତା ପୁଣି ବେଆଇନ୍ ଭାବେ। ମାଫିଆ ଓ ବନ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରୁ ବର୍ଷ ବର୍ଷ ଧରି ଲୁଟ୍ ମଚାଇଛନ୍ତି ମାଫିଆ ।
#Mafia #Quarry #Forest #Smuggling #Loot #Nowrangpur #Odisha #ArgusNews