#ନୂଆଁଖାଇ_ପାଇଁ_ଚାଲିଛି_ଜୋରଦାର_ଗୀତ_ରେକର୍ଡିଙ୍ଗ
ନୂଆଁଖାଇ ପାଇଁ ଚଳ ଚଞ୍ଚଳ ପଶ୍ଚିମ ଓଡ଼ିଶା । ହାଟ ବଜାର ରୁ ନେଇ କପଡା ଦୋକାନ ସବୁଠାରେ ଭିଡ ଲାଗି ରହିଥିବା ବେଳେ ସମ୍ବଲପୁରୀ ଗୀତ ପାଇଁ ରେକାର୍ଡିଂ ଷ୍ଟୁଡିଓ ମାନଙ୍କରେ ଭିଡ ଦେଖିବାକୁ ମିଳୁଛି ।
#nuakhai2022 #tiharbela #nuakhaijuhar #westernodisha #nuakhaibhetghat #nuakhainews #odisha #ArgusNews