ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡିଶା । ବର୍ଷର ପ୍ରଥମ ଶସ୍ୟକୁ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରି ଏହି ନୂଆଁଖାଇ ପାଳନ କରାଯାଏ। ଏଥିପାଇଁ ପୂର୍ବରୁ ବେଶ ଚଳଚଞ୍ଚଳ ହୋଇଉଠେ ସମଗ୍ର ପଶ୍ଚିମଓଡିଶା।
#nuakhai2022 #tiharbela #nuakhaijuhar #westernodisha #nuakhaibhetghat #nuakhainews #odisha #ArgusNews