NuakhaiExpress | 5 Aug 2022 | ArgusNews
+ମିଶନାରୀକଁର୍ ମିଶନ ବଲାଙ୍ଗିର
+ସୁନ୍ଦରଗଡ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କକେ ଅଡିଟ ରିପୋର୍ଟ ଝଟକା
+ଦେବଗଡ ପୌର ପରିଷଦନେ ହେଇଥିବାର୍ ଦୁର୍ନୀତୀକେ ନେଇକିନା ଜୋର୍ ଧରୁଛେ ରାଜନିତୀ
+ ବାଘ୍ ଡରେ ଥରୁଛନ୍ ନୂଆପଡା ଜିଲ୍ଲା ଖଡିଆଲ୍ ଅଞ୍ଚଲର 9ଟା ଗାଁର୍ ଲୁକେ
+ ଗଞ୍ଜେଇ ଚୋରା ଚାଲାଣ ବେଲକେ ୪ ଝନକୁ ଗିରଫ୍ କଲା ସୋନପୁର ପୁଲିସ୍
+ଆରୁ କେନ୍ଦ୍ର ଗ୍ରାମୀଣ ବିକାଶ ଆର୍ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
#NuakhaiExpress #Odisha #ArgusNews