#ଦୁଇ_ଦିନ୍_ଉତାରୁ_ନୂଆଁଖାଇ
ନୂଆଁଖାଇ କେ ନେଇ କରି ପଶ୍ଚିମ ଓଡ଼ିଶାର୍ ସହର୍ ହଉ କି ଗାଁ, ସବୁ ଜାଗାନେ ଗହଲ୍ ଚହଲ୍। କଳାହାଣ୍ଡି ଜିଲା ନର୍ଲା ନେ ଠାନେ ଠାନେ ଭିନ୍ ଭିନ୍ ଦୁକାନେ ଲୋକ୍ ମାନେ ନିଜର ପିଲା ଛୁଆ କେ ଧରି କର୍ ଆସି ନୂଆ ନୂଆ କପଡା କିଣବାର୍ ସଙ୍ଗେ ଫଳ ଦୁକାନ୍ ହଉ କି ଫେନ୍ସି ଦୁକାନ୍, ସବୁ ନେ ଭିଡ଼ ଭାଡ ।
#nuakhai2022 #tiharbela #nuakhaijuhar #westernodisha #nuakhaibhetghat #nuakhainews #odisha #ArgusNews