#ଡ୍ରୋନ_ସାହାଯ୍ୟରେ_ବଣ୍ଟା_ଯାଇଥିଲା_ଦିବ୍ୟାଙ୍ଗ_ଭତ୍ତା !
ଏଥିପାଇଁ ଜାତୀୟ ସ୍ତରରେ ଚର୍ଚ୍ଚାରେ ରହିଥିବା ଗାଁ ଟିର ନା ହେଉଛି ନୂଆପଡ଼଼ାର ଭୂତକାପଡା । ତେବେ ଡ୍ରୋନର ଆବଶ୍ୟକ କାହିଁକି ପଡ଼ିଲା, ନା କେବଳ ଡ୍ରୋନ ହିଁ ହେବ ବିକାଶର ବାହାକ । ଯାହାର ସ୍ଥିତି ପରଖିବାକୁ ଭୁତକାପଡା ଗାଁରେ ପହଞ୍ଚିଥିଲା ଅର୍ଗସ, ଦେଖିବା ରିପୋର୍ଟ
#ArgusNews #Nuapada #Bhutakapada #underdevelopment #Odisha