ଦୁର୍ଗମରେ ଫେଲ ମାରିଛି ବିଜୁ ସେତୁ ଯୋଜନା !
ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକର ଦୁର୍ଗମ ନାଗପଡ଼ା ପଞ୍ଚାୟତର ଇନ୍ଦ୍ର ନଦୀ ଉପରେ ସେତୁ ନିର୍ମାଣ ପାଇଁ ଦାବୀ ହୋଇ ଆସୁଥିଲେ ବି ନିଦା ବିଷ୍ଣୁ ପାଲଟିଛି ଜିଲ୍ଲା ପ୍ରଶାସନ । ବର୍ଷା ଦିନେ ଭରା ନଈରେ ଆଉ ଖରା ମାସରେ ପଥୁରିଆ ରାସ୍ତାରେ ଯାତାୟାତ କରି ରାସ୍ତା ଦୁର୍ଦଶା ଭୋଗୁଛନ୍ତି ଦୁର୍ଗମ ବାସୀ । ଏଥିପ୍ରତି ନା ଅଛି ରାଜନେତାର ଦୃଷ୍ଟି ନା ଅଛି ରାଜ୍ୟ ସରକାରର ଦୃଷ୍ଟି । ନୂଆପଡା ବୋଡେ଼ନରୁ ଦେଖିବା ଏହି ରିପୋର୍ଟ
#ArgusNews #Nuapada #Boden #RoadProblem #Bridge #Odisha