ଶ୍ରମିକଙ୍କ ଅଧିକାର ପାଇଁ ଜିଲ୍ଲାପାଳ ଅଫିସ୍ ଘେରାଉ କରିଛି ଜିଲ୍ଲା ଶ୍ରମିକ ନିର୍ମାଣ ସଂଘ । ଆଜି ଶ୍ରମିକ ମାନଙ୍କ ଛଅ ଦଫା ଦାବି ନେଇ ଜିଲ୍ଲା ଶ୍ରମିକ ନିର୍ମାଣ ସଂଘର ଆବାହକ ରବୀନ୍ଦ୍ର ମଙ୍ଗରାଜ ଙ୍କ ନେତୃତ୍ୱରେ ହଜାର ହଜାର ଶ୍ରମିକ ନୂଆପଡ଼ା ସହରର ତେଲିପଡ଼ା ଛକ ଠାରୁ ବାହାରି ଜିଲ୍ଲାପାଳ ଅଫିସ୍ ଘେରାଉ କରିଛନ୍ତି ।
#ArgusNews #CollectorOffice #Protest #Nuapada #Demands #LabourConstructionUnion #Odisha