କେବେ ତୁଟିବ ପାଣି ଆବଣ୍ଟନ ବିବାଦ । 27 ଦିନ ହେବ ଅହୋରାତ୍ର ଧାରଣାରେ ଉପର ଯୋଙ୍କ ଉପର ମୁଣ୍ଡ ଚାଷୀ । ଜିରୋ ହେଡ୍ ରୁ ପାଣି ଛାଡ଼ିବା ପାଇଁ ଜିଦରେ ଅଟଳ ଚାଷୀ ।ଜିଲ୍ଲା ପ୍ରଶାସନ ବିବାଦ ସମାଧାନ କରିବାରେ ବିଫଳ । ରବି ଚାଷ ପାଇଁ ଚାଲିଛି ଧାରଣା ।
#ArgusNews #Nuapada #farmersProtest #UpperJonkWaterDispute #Odisha