#ବନ୍ୟା_ଜଳରୁ_ବାଦ_ପଡିନାହାନ୍ତି_କାଳିଆ_ଠାକୁର !
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏବଂ କୋମନା ମଧ୍ୟଭାଗରେ ନିର୍ମାଣ ହୋଇଥିବା ଜଳସେଚନ ପ୍ରକଳ୍ପ ଦ୍ବାରା କୋନାବିରା ଗ୍ରାମ ଜଳମଗ୍ନ ହୋଇଛି । ଏହି ଅଞ୍ଚଳରେ ଥିବା ଏକ ମନ୍ଦିରରେ ହଟାତ ମନ୍ଦିର ଭିତରକୁ ପାଣି ପଶି ଆସିବାରୁ ତିନି ଠାକୁରଙ୍କୁ ନିକଟ ଦୁଇ କିଲୋମିଟର ଅସ୍ଥାୟୀ ଜାଗାକୁ ସ୍ଥାନାନ୍ତର କରିଛନ୍ତି ପୂଜକ ଓ ଗ୍ରାମବାସୀ
#Nuapada #kariara #FloodWater #Temple #Jagannath #ArgusNews