#ଗରିବ୍_ବିରୋଧୀ_ରାଏଜ୍_ସରକାର୍
ନାଇଁ ଥମବାର୍ ଜଗଦୀଶ୍ ଚୌହାନକଁର୍ ଆତ୍ମହତ୍ୟା ତାତି । ରାଏଜ୍ ସରକାରକଁର୍ ଉପରେ ଗରଜିଲା ବିଜେପି । ପ୍ରଶାସନିକ ଅବହେଳା ଲାଗିର୍ ଝନେ ନୀରିହ ଲୁକର ଜୀବନ ନେଲା 23 ବଛର୍ ସ୍ଥାୟୀ ସରକାର କହେବା ସଙ୍ଗେ ବିଜେପି ୪ଟା ଦାବି କରିଛେ ।
#ArgusNews #Nuapada #JagdishDeathCase #JagdishChouhan #Odisha