ନୂଆପଡା ଜିଲ୍ଲାର୍ ଭିନ୍ ଭିନ୍ ଜାଗାନେ ଜମୁନଛେ କୁରାଲ ପୂଜା । କୁମ୍ଭାର ସମ୍ପ୍ରଦାୟର ସବୁନୁ ବଡ଼ ପରବ ପାଲନ୍ ହେଉଛେ । ମାଟି ଚକ୍କେ ସଜେଇକରି ରୀତି ନୀତି ଅନସାରେ ଚାଲୁଛେ ପୁରାଣ ପାଠ । ତାର୍ ସଙ୍ଗେ ଧୁମଧାମନେ ଦେଖବାକେ ମିଲୁଛେ ସାଂସ୍କୃତିକ ଆର୍ ପ୍ରତିଯୋଗିତା।
#ArgusNews #NUapada #Khariar #festival #devotees #Odisha