ଦୁର୍ଗମ ଇଲାକାରେ ରାସ୍ତାର ଉନ୍ନତି ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ତଦାରଖ ପାଇଁ ବର୍ଷେ ଯାଉନି ରାସ୍ତା l ରାସ୍ତାରୁ ଉପାଡ଼ିବା ସହ ପିଚୁ ଉଠି ଗଲାଣି, ଆଉ ଖାଲଖମା ଭରା ରାସ୍ତାରେ ଯାତାୟାତ କରୁଛନ୍ତି ଦୁର୍ଗମ ବାସି l
#ArgusNews #DurgamaOdisha #Nuapada #khariar #RoadProblem #Corruption #Odisha