#ଚାଲିଛେ_ଭାଷା_ଆନ୍ଦୋଲନ୍
ଦୁଲକୁଛେ ମଚାନ୍ । ଜମୁଛେ ମହାରାଜା କଂସ୍କଁର୍ ଦରବାର୍ । ନୂଆପଡାନେ କୋଶଲି ଭାଷା ଆନ୍ଦୋଲନ୍ର ମାଧ୍ୟମ୍ ପାଲଟିଛେ କୋଶଲି ଧନୁଯାତ୍ରା । ନିଜର୍ ଭାଷାନେ ଧନୁଯାତ୍ରାର୍ ମଜା ଉଠଉଛନ୍ ଲୁକେ ।
#ArgusNews #DhanuYatra #Nuapada #koshaliDhanuyatra #Kansamaharaja #Odisha