#ଦୁର୍ଗମରେ_ମହୁଲ_ଜଗୁଛି_ଦଲାଲ
ଫୁଲରେ ହସୁଛି ମହୁଲ ଗଛ । କିନ୍ତୁ ମହୁଲ ଗୋଟାଳିଙ୍କୁ ମିଳୁନି ଉଚିତ ମୂଲ୍ୟ l ଦୁଇ ପଇସା ରୋଜଗାର ଆଶାରେ ସକାଳୁ ଯାଇ ମହୁଲ ଗୋଟାଉଛନ୍ତି ସତ ହେଲେ ପାରିଶ୍ରମିକ ମିଳୁନି l ଦୁର୍ଗମ ବାସିଙ୍କୁ ଉସକାଇ କମ ଦରରେ ଦଲାଲ ମହୁଲ ଫୁଲ କିଣି ନେଇ ମାଳାମାଳ ହେଉଥିବା ବେଳେ କ୍ଷତିରେ ନୂଆପଡା ଜିଲ୍ଲା ବୋଡେ଼ନ ଅଞ୍ଚଳର ମହୁଲ ଗୋଟାଳି l
#ArgusNews #DurgamaOdisha #Nuapada #Khariar #Mahula #Odisha