#ରୋଗୀ_କେନ୍ତା_ପାଏବେ_ସ୍ବାସ୍ଥ୍ୟସେବା ?
ନୂଆପଡା ଜିଲ୍ଲାନେ ୧୫୫ଡାକ୍ତର୍ ଦରକାର୍ । ହେଲେ ଜିଲ୍ଲାନେ ମାତ୍ର ୭୦ ଝନ୍ ଡାକ୍ତର ଅଛନ୍। ଆହୁରି ୮୫ଝନ୍ ଡାକ୍ତର ଦରକାର୍ ଥିବାର୍ ବେଲକେ ଡାକ୍ତର୍ ଅଭାବ୍ ଲାଗିର୍ ରୁଗୀ ସେବା ଭଲସେ ହେଇନି ପାର୍ବା । ଜଲ୍ଦି ଡାକ୍ତର୍ ପଦବୀ ପୂରା ନାଇହେଲେ ଆଗକେ ସ୍ଥିତି ଖରାପ୍ ହେବା ବୋଲି କହିଛନ୍ ଲୁକେ ।
#ArgusNews #Nuapada #medicalissue #Doctorshortage #PublicIssue #odisha