ନୂଆପଡାର ଦୂରଙ୍କ ପାଇଁ ପକ୍କାଘର କେବଳ ପ୍ରହସନ ଛଢା ଆଉ କିଛି ନୁହେଁ । ବର୍ଷ ବର୍ଷ ଧରି ଜଙ୍ଗଲ ମଝିରେ ଜରିପାଲ ଟାଙ୍ଗି ରହି ଆସୁଛନ୍ତି ଦୂର । ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଖଇରା ପଞ୍ଚାୟତର ଗୋହିରାପଦରରୁ ଦେଖିବା ଏହି ରିପୋର୍ଟ
#Nuapada #Pakkaghara #bodenblock #OdishaGovt #ArgusNews