#ମିଳିମିଶି_ଖାଇଗଲେ_ଗରିବଙ୍କ_PDS_ଚାଉଳ
#ଚାଉଳ_ବଦଳରେ_କେଜି_ପିଛା_୧୦_ଟଙ୍କା_ନିଅ
ଚାଉଳ ବଦଳରେ ୧୦ ଟଙ୍କା । ମିଳିମିଶି ଖାଇଗଲେ ଗରିବଙ୍କ ଅନ୍ନ । ଦୁର୍ନୀତିରେ ସାମିଲ୍ ସରକାରୀ ଅଧିକାରୀ। ହେବ ତ କାର୍ଯ୍ୟାନୁଷ୍ଠାନ? PDS ସ୍କାମ୍ ର ଏଭଳି ସାଘାଂତିକ ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଝାରବନ୍ଧ ପଞ୍ଚାୟତରୁ ।
#Nuapada #Sinapali #PDSScam #Corruption #allegations #Odisha #ArgusNews