ପାହାଡି ଇଲାକାରେ ପାଣି ପାଇଁ ମାଇଲ ମାଇଲ ଯାତ୍ରା । ମୁଣ୍ଡ ଫଟା ଖରାରେ ପାଣି ପାଇଁ ଡହଳବିକଳ ଲୋକେ। ପ୍ରହସନ ପାଲଟିଛି ବସୁଧା ଯୋଜନା । ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଉପାନ୍ତ ପାହାଡି ଗାଁ ଗଡ଼ିଆଜୋର ଅଞ୍ଚଳ ଏହି ଦୃଶ୍ୟ ।
#Nuapada #Sinapali #waterProblem #PublicIssue #Odisha #ArgusNews