କ୍ୟାମେରାରେ କଏଦ ହେଲା ମଣିଷ ଖିଆ ବାଘର ଚିତ୍ର । ଗତ କିଛି ଦିନ ହେଲା ଆତଙ୍କ ଖେଲାଇଥିବା ମଣିଷ ଖିଆ କଲରାପତରିଆ ବାଘର ଚିତ୍ର କ୍ୟାମେରାରେ କଏଦ ହୋଇଛି । ସୁନାବେଡ଼ା ଅଭୟାରଣ୍ୟର ଜଳ ମଡ଼େଇ ଗାଁରେ ଆତଙ୍କ ଜାରି ରଖିଥିଲା ବାଘ ।
#ArgusNews #Tiger #camera #Nuapada #Odisha